Share

Live Analytics

Comments 0

ଗଞ୍ଜାମ ବନ୍ୟା ମନୁଷ୍ୟକୃତ, ସୁରେଶ ମହାପାତ୍ର ଗୁମର ଖୋଲି ଦେଇଛନ୍ତି ! IAS Suresh Mohapatra in Ganjam flood. Analytics Table

Income Estimates for ଗଞ୍ଜାମ ବନ୍ୟା ମନୁଷ୍ୟକୃତ, ସୁରେଶ ମହାପାତ୍ର ଗୁମର ଖୋଲି ଦେଇଛନ୍ତି ! IAS Suresh Mohapatra in Ganjam flood.

Based on this YouTube video's total view count of 35.0K views and industry-standard rates, the estimated total earning is $25 - $70 through ad revenue. Historical data is not yet available to calculate daily, weekly, or monthly averages.

About ଗଞ୍ଜାମ ବନ୍ୟା ମନୁଷ୍ୟକୃତ, ସୁରେଶ ମହାପାତ୍ର ଗୁମର ଖୋଲି ଦେଇଛନ୍ତି ! IAS Suresh Mohapatra in Ganjam flood.

Explore ଗଞ୍ଜାମ ବନ୍ୟା ମନୁଷ୍ୟକୃତ, ସୁରେଶ ମହାପାତ୍ର ଗୁମର ଖୋଲି ଦେଇଛନ୍ତି ! IAS Suresh Mohapatra in Ganjam flood. with 35,070 views, 277 likes, and 46 comments. Experience the impact of this video content that has captured audience attention.

ଗଞ୍ଜାମ ବନ୍ୟା ମନୁଷ୍ୟକୃତ, ସୁରେଶ ମହାପାତ୍ର ଗୁମର ଖୋଲି ଦେଇଛନ୍ତି ! ଗଞ୍ଜାମ କଥା କଣ ଦେଖିବେ, ବିଧାୟକ ଓ ମନ୍ତ୍ରୀ ଝଗଡ଼ା ସମ୍ଭାଳିବା ରେ ସରକାରଙ୍କ ସମୟ ଯାଉଛି ! ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ ଆଇଏଏସ (IAS) ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ଗଞ୍ଜାମ ଜିଲ୍ଲାରେ ହୋଇଥିବା ଭୟାବହ ବନ୍ୟା ପରିସ୍ଥିତି ପାଇଁ ରାଜ୍ୟ ସରକାର ଓ ଜଳସମ୍ପଦ ବିଭାଗର ତ୍ରୁଟିପୂର୍ଣ୍ଣ ଜଳଭଣ୍ଡାର ପରିଚାଳନାକୁ ଦାୟୀ କରିଛନ୍ତି ଜଳସମ୍ପଦ ବିଭାଗରେ ନିଜର ଦୀର୍ଘ ୪୦ ବର୍ଷର ପ୍ରଶାସନିକ ଅନୁଭୂତି ଆଧାରରେ ସେ ଏହାକୁ ଏକ 'ମନୁଷ୍ୟକୃତ ବିପର୍ଯ୍ୟୟ' (Man-made Calamity) ବୋଲି ଅଭିହିତ କରିଛନ୍ତି। ପାଣିପାଗ ବିଭାଗ (IMD) ପକ୍ଷରୁ ଅକ୍ଟୋବର ୨୩ରେ ପ୍ରବଳ ବର୍ଷା ନେଇ 'ରେଡ୍ ଆଲର୍ଟ' ଜାରି କରାଯାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଡ୍ୟାମ୍‌ଗୁଡ଼ିକରୁ ପୂର୍ବରୁ ପର୍ଯ୍ୟାୟକ୍ରମେ ଜଳ ନିଷ୍କାସନ କରିନଥିଲେ।ଏକାସଙ୍ଗେ ଗେଟ୍ ଖୋଲିବା: ଗଞ୍ଜାମର ପ୍ରମୁଖ ଜଳଭଣ୍ଡାର—ଯେପରିକି ଘୋଡ଼ାହାଡ଼, ଭଞ୍ଜନଗର, ସୋରଡ଼ା, ଧନେଇ ଏବଂ ଦାହା—ସମ୍ପୂର୍ଣ୍ଣ ଭର୍ତ୍ତି ହେବା ପର୍ଯ୍ୟନ୍ତ ଅପେକ୍ଷା କରାଗଲା। ପରେ ପାଣି ହଠାତ୍ ବଢ଼ିବାରୁ ଭୟଭୀତ ହୋଇ ଏକାସଙ୍ଗେ ଗେଟ୍ ଗୁଡ଼ିକ ଖୋଲି ଦିଆଗଲା, ଯାହାଫଳରେ ଋଷିକୂଲ୍ୟା ଓ ଘୋଡ଼ାହାଡ଼ ନଦୀ ଅବବାହିକାରେ କୃତ୍ରିମ ବନ୍ୟା ମାଡ଼ିଆସିଲା। IAS Suresh Mohapatra in Ganjam flood. #GanjamFloods #SureshMohapatraIAS #OdishaNews #ManMadeCalamity #GanjamFlood2026 Vist our Website :https://www.pratidintv.com/ Like Our Facebook Page: https://www.facebook.com/PratidinOdisha Folllow Us Instagram :-https://www.instagram.com/pratidintv/?hl=en Follow On X :- https://x.com/pratidin_tv Subscribe To Our YouTube Channel: https://www.youtube.com/channel/UCVcnPfraEC8kaQCvRVLybzw #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

About YouTube Real-Time View Count

With SocialCounts.org’s view counter, track your YouTube video’s live view count and YouTube likes count in real time with fast, reliable updates.

Watch every YouTube video live view count rise with our real-time YouTube views tracker—built for accuracy and minimal delay.

Follow YouTube real time views as they happen, using our dedicated view counter for YouTube videos.

Get up-to-date live view count on YouTube and see real-time growth with SocialCounts.org’s smart tracking tools.

Embed Widget

Parameters:

  • fullscreen=true - Fullscreen counter
  • graph=true - Live graph chart
  • counter=0/1/2 - Select counter (0=likes, 1=views, 2=comments)
URL

Click to copy the embed URL to your clipboard