

ପୁରୀରେ ଭୟଙ୍କର ଷଣ୍ଢ ଲଢ଼େଇ #otvdigital #fighting #bullockrace #puri #breaking #trending
204,371
Socialcounts.Org
1,542
likes
19
comments
daily view 0
monthly view 0
Live Analytics
Comments 0
ପୁରୀରେ ଭୟଙ୍କର ଷଣ୍ଢ ଲଢ଼େଇ #otvdigital #fighting #bullockrace #puri #breaking #trending Analytics Table
Income Estimates for ପୁରୀରେ ଭୟଙ୍କର ଷଣ୍ଢ ଲଢ଼େଇ #otvdigital #fighting #bullockrace #puri #breaking #trending
Based on this YouTube video's total view count of 204K views and industry-standard rates, the estimated total earning is $143 - $409 through ad revenue. Historical data is not yet available to calculate daily, weekly, or monthly averages.
About ପୁରୀରେ ଭୟଙ୍କର ଷଣ୍ଢ ଲଢ଼େଇ #otvdigital #fighting #bullockrace #puri #breaking #trending
Explore ପୁରୀରେ ଭୟଙ୍କର ଷଣ୍ଢ ଲଢ଼େଇ #otvdigital #fighting #bullockrace #puri #breaking #trending with 204,371 views, 1,542 likes, and 19 comments. Experience the impact of this video content that has captured audience attention.
ରାସ୍ତା ଉପରେ ଲଢ଼େଇ । ମୁହାଁମୁହିଁ ହେଲେ ଦୁଇ ଷଣ୍ଢ, କେତେବେଳେ କିଏ କାହାକୁ ମାଡ଼ି ବସିବ, ତାହା କହିବା ମୁସ୍କିଲ୍। ପ୍ରାୟ ୧୦ ମିନିଟ୍ ଧରି ଚାଲିଲା ଏହି ଭୟଙ୍କର ଲଢ଼େଇ। ପୁରୀ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଠାରୁ ଗଡ଼ନ୍ତି ଛକ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା ଏଭଳି ଆତଙ୍କର ଦୃଶ୍ୟ। ଦୁଇ ଷଣ୍ଢଙ୍କ ମଧ୍ୟରେ ଚାଲିଥିଲା ଜୋରଦାର ଲଢ଼େଇ। ଶିଙ୍ଗରେ ଶିଙ୍ଗ ଛନ୍ଦି ପରସ୍ପରକୁ ଆକ୍ରମଣ କରୁଥିଲେ। ଏପଟେ ଷଣ୍ଢଙ୍କ ଲଢ଼େଇ ଦେଖି ଛାନିଆ ହୋଇଗଲେ ରାସ୍ତାରେ ଯାଉଥିବା ଲୋକେ। କିଏ ଜୀବନ ବିକଳରେ ଦୌଡ଼ି ପଳାଉଥିଲେ, ତ ଆଉ କିଏ ଏହି ଅଜବ ଦୃଶ୍ୟକୁ ଦେଖି ମଜା ନେଉଥିଲେ। ହେଲେ ଶେଷ ମୁହୂର୍ତ୍ତର ଦୃଶ୍ୟ ଥିଲା ସବୁଠୁ ରୋମାଞ୍ଚକର। ଦେଖୁ ଦେଖୁ ଧଳା ଷଣ୍ଢଟି କଳା ଷଣ୍ଢକୁ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଗଲା। ଶେଷରେ ରାସ୍ତା ଡିଭାଇଡର୍ ପାଖରେ ଫସାଇ ଦେଲା କଳା ଷଣ୍ଢକୁ। ପ୍ରାୟ ୧୦ ମିନିଟ୍ ଧରି ଚାଲିଥିବା ଏହି ଲଢ଼େଇର ପୂରା ଦୃଶ୍ୟ କଏଦ ହୋଇଛି ଓଟିଭି କ୍ୟାମେରାରେ। ରାସ୍ତା ଉପରେ ଏମିତି ଷଣ୍ଢ ଲଢ଼େଇ, ଯେଉଁଠି କିଛି ମିନିଟ୍ ପାଇଁ ଥମିଗଲା ଲୋକଙ୍କ ଚଳପ୍ରଚଳ। ଦେଖନ୍ତୁ ଏହି ଦୃଶ୍ୟ... OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: / otvkhabar OTV English Facebook : / otvnews Telegram @otvtelegram @otvkhabar Twitter: / otvnews Instagram: / otvnews #OdishaTV #OTV
About YouTube Real-Time View Count
With SocialCounts.org’s view counter, track your YouTube video’s live view count and YouTube likes count in real time with fast, reliable updates.
Watch every YouTube video live view count rise with our real-time YouTube views tracker—built for accuracy and minimal delay.
Follow YouTube real time views as they happen, using our dedicated view counter for YouTube videos.
Get up-to-date live view count on YouTube and see real-time growth with SocialCounts.org’s smart tracking tools.
Embed Widget
Parameters:
fullscreen=true- Fullscreen countergraph=true- Live graph chartcounter=0/1/2- Select counter (0=likes, 1=views, 2=comments)
URL
Click to copy the embed URL to your clipboard