1,363
likes
245
comments
daily view 0
monthly view 0
Live Analytics
Comments 0
ପଞ୍ଚାୟତ ନିର୍ବାଚନ ରେ BJP ନେତା, ଘରକୁ ଆସିଲେ ସେକିବୁ ! CUSE aspirants staged a massive protest, lower PMG Analytics Table
Income Estimates for ପଞ୍ଚାୟତ ନିର୍ବାଚନ ରେ BJP ନେତା, ଘରକୁ ଆସିଲେ ସେକିବୁ ! CUSE aspirants staged a massive protest, lower PMG
Based on this YouTube video's total view count of 148K views and industry-standard rates, the estimated total earning is $104 - $296 through ad revenue. Historical data is not yet available to calculate daily, weekly, or monthly averages.
About ପଞ୍ଚାୟତ ନିର୍ବାଚନ ରେ BJP ନେତା, ଘରକୁ ଆସିଲେ ସେକିବୁ ! CUSE aspirants staged a massive protest, lower PMG
Explore ପଞ୍ଚାୟତ ନିର୍ବାଚନ ରେ BJP ନେତା, ଘରକୁ ଆସିଲେ ସେକିବୁ ! CUSE aspirants staged a massive protest, lower PMG with 148,167 views, 1,363 likes, and 245 comments. Experience the impact of this video content that has captured audience attention.
ପଞ୍ଚାୟତ ନିର୍ବାଚନ ରେ BJP ନେତା, ଘରକୁ ଆସିଲେ ସେକିବୁ ! ଆମେ ଦେଇଛୁ ଫୁଲରେ ଆମ କୁ ମାରୁଛନ୍ତି ଭଲରେ ! ଓଡ଼ିଶା ପୋଲିସ ନିଯୁକ୍ତି ୨୦୨୬ରେ SEBC ବର୍ଗ ପାଇଁ ପଦବୀ ଶୂନ୍ୟ ରହିବା ଏବଂ ସଂରକ୍ଷଣ ନୀତିକୁ ନେଇ ଗାନ୍ଧୀମାର୍ଗରେ ଗର୍ଜିଛନ୍ତି ପୋଲିସ ଚାକିରି ଆଶାୟୀ। ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇ ଆଶାୟୀମାନେ ଧାରଣାରେ ବସିବା ସହ ସରକାରଙ୍କ ନିଯୁକ୍ତି ନୀତି ଓ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ନିଜର ପ୍ରତିବାଦ ଜଣାଇଛନ୍ତି। ଚଳିତ Combined Uniformed Services Examination ନିଯୁକ୍ତି ବିଜ୍ଞପ୍ତିରେ SEBC ବର୍ଗ ପାଇଁ କୌଣସି ପଦବୀ ରଖାଯାଇ ନଥିବାରୁ ହଜାର ହଜାର ଆଶାୟୀ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେବା ଆଶଙ୍କା ରହିଛି ବୋଲି ସେମାନେ କହିଛନ୍ତି। ଆଶାୟୀଙ୍କ ଦାବି ହେଉଛି, ପୂର୍ବ ନିଯୁକ୍ତିରେ SEBC ବର୍ଗର ପ୍ରାର୍ଥୀ ଅଧିକ ସଂଖ୍ୟାରେ ଚାକିରି ପାଇଥିବା ଦର୍ଶାଇ ବର୍ତ୍ତମାନର ନିଯୁକ୍ତିରେ ଏହି ବର୍ଗ ପାଇଁ ପଦବୀ ଶୂନ୍ୟ ରଖାଯିବା ଠିକ୍ ନୁହେଁ। ତେଣୁ ପ୍ରତ୍ୟେକ ଜିଲ୍ଲା ଓ ବିଭାଗରେ SEBC ବର୍ଗ ପାଇଁ ଥିବା ୧୧.୨୫ ପ୍ରତିଶତ ସଂରକ୍ଷଣକୁ ସଠିକ୍ ଭାବେ ଲାଗୁ କରାଯାଉ। ଏହାସହ UR ବର୍ଗରେ ଆବେଦନ କରିବା ସମୟରେ ସାଧାରଣ ବର୍ଗର ବୟସ ସୀମା ଲାଗୁ ହେଉଥିବାରୁ SEBC ବର୍ଗର ଅନେକ ବୟସ୍କ ପ୍ରାର୍ଥୀ ଆବେଦନରୁ ବଞ୍ଚିତ ହେଉଛନ୍ତି। ତେଣୁ ସେମାନଙ୍କ ପାଇଁ ବୟସ ସୀମାରେ କୋହଳ କରିବା ସହ ଦୀର୍ଘ ବର୍ଷ ଧରି ନିଯୁକ୍ତିରେ ହୋଇଥିବା ବିଳମ୍ବ ଏବଂ କରୋନା ସମୟକୁ ଦୃଷ୍ଟିରେ ରଖି ସମସ୍ତ ବର୍ଗର ଆଶାୟୀଙ୍କୁ ଅତିରିକ୍ତ ବୟସ ଛାଡ଼ ପ୍ରଦାନ କରାଯାଉ ବୋଲି ଦାବି ହୋଇଛି। ଏଥିସହ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ରଖିବା ସହ ଆଶାୟୀଙ୍କ ଦାବିକୁ ଗୁରୁତ୍ୱ ଦେଇ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ଛତ୍ର ସଭାପତି ବିଭୂତି ଭୂଷଣ ମହାପାତ୍ର। ସେ ଆନ୍ଦୋଳନକାରୀଙ୍କ ସହ ଉପସ୍ଥିତ ରହି ସେମାନଙ୍କ ଦାବିକୁ ସମର୍ଥନ କରିଛନ୍ତି।CUSE aspirants staged a massive protest, lower PMG #bhubaneswarnews #CUSEProtest #OUSSSC #OdishaJobAspirants #BhubaneswarProtest #EmploymentCrisis Vist our Website :https://www.pratidintv.com/ Like Our Facebook Page: https://www.facebook.com/PratidinOdisha Folllow Us Instagram :-https://www.instagram.com/pratidintv/?hl=en Follow On X :- https://x.com/pratidin_tv Subscribe To Our YouTube Channel: https://www.youtube.com/channel/UCVcnPfraEC8kaQCvRVLybzw #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
About YouTube Real-Time View Count
With SocialCounts.org’s view counter, track your YouTube video’s live view count and YouTube likes count in real time with fast, reliable updates.
Watch every YouTube video live view count rise with our real-time YouTube views tracker—built for accuracy and minimal delay.
Follow YouTube real time views as they happen, using our dedicated view counter for YouTube videos.
Get up-to-date live view count on YouTube and see real-time growth with SocialCounts.org’s smart tracking tools.
Embed Widget
Parameters:
fullscreen=true- Fullscreen countergraph=true- Live graph chartcounter=0/1/2- Select counter (0=likes, 1=views, 2=comments)
URL
Click to copy the embed URL to your clipboard

