

Laxmi Purana | ଲକ୍ଷ୍ମୀ ପୁରାଣ | Manabasa Gurubar | ମାଣବସା ଗୁରୁବାର ବହିଗୀତ | Namita Agrawal & Gita Dash
58,583,373
Socialcounts.Org
364,842
likes
18,717
comments
daily view 0
monthly view 0
Live Analytics
Comments 0
Laxmi Purana | ଲକ୍ଷ୍ମୀ ପୁରାଣ | Manabasa Gurubar | ମାଣବସା ଗୁରୁବାର ବହିଗୀତ | Namita Agrawal & Gita Dash Analytics Table
Income Estimates for Laxmi Purana | ଲକ୍ଷ୍ମୀ ପୁରାଣ | Manabasa Gurubar | ମାଣବସା ଗୁରୁବାର ବହିଗୀତ | Namita Agrawal & Gita Dash
Based on this YouTube video's total view count of 58.5M views and industry-standard rates, the estimated total earning is $41.0K - $117K through ad revenue. Historical data is not yet available to calculate daily, weekly, or monthly averages.
About Laxmi Purana | ଲକ୍ଷ୍ମୀ ପୁରାଣ | Manabasa Gurubar | ମାଣବସା ଗୁରୁବାର ବହିଗୀତ | Namita Agrawal & Gita Dash
Explore Laxmi Purana | ଲକ୍ଷ୍ମୀ ପୁରାଣ | Manabasa Gurubar | ମାଣବସା ଗୁରୁବାର ବହିଗୀତ | Namita Agrawal & Gita Dash with 58,583,373 views, 364,842 likes, and 18,717 comments. Experience the impact of this video content that has captured audience attention.
ସକାଳୁ ସକାଳୁ ଘରେ ଘରେ ନମିତା ଅଗ୍ରୱାଲ ଓ ଗୀତା ଦାସଙ୍କ କଣ୍ଠସ୍ୱର ଶୁଣାଗଲେ, ଜଣାପଡେ ମାର୍ଗଶିର ଗୁରୁବାର ଆସିଗଲା I ଦୀର୍ଘ ୩୨ ବର୍ଷ ଧରି ଯେଉଁ ପୁରାଣକୁ ଶୁଣି ଓଡ଼ିଶାର ଗୃହିଣୀମାନେ ମାଣ ବସାନ୍ତି, ସେହି କାଳଜୟୀ "ଲକ୍ଷ୍ମୀ ପୁରାଣ" ....ଦେଖନ୍ତୁ ମାର୍ଗଶିର ମାସର ପ୍ରତ୍ୟକ ଗୁରୁବାର ଭୋର ୩ଟା, ଭୋର ୫ଟା, ସକାଳ ୭ଟା , ଅପରାହ୍ନ ୩ଟା ଓ ସନ୍ଧ୍ୟା ୫ଟାରେ , କେବଳ ସିଦ୍ଧାର୍ଥ TV ରେ II ------------------------------------------- "ଲକ୍ଷ୍ମୀ ପୁରାଣ" ଓଡ଼ିଶାର ଘରେ ଘରେ ମାଣବସା ଗୁରୁବାର ନାମରେ ମଧ୍ୟ ଖ୍ୟାତ । ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ । ------------------------------------------------------------- Album : LAXMI PURANA (Manabasa Gurubar Bahi Gita) Singer : Namita Agrawal & Gita Dash Lyrics : Balaram Das Music Label : Sidharth Music -------------------------------------------- ♪ Full Song Available on ♪ JioSaavn : http://bit.ly/Laxmi-Purana-JioSaavan Wynk : http://bit.ly/Laxmi-Purana-Wynk Resso: https://bit.ly/3xi872p Spotify : http://bit.ly/Laxmi-Purana-Spotify Gaana : http://bit.ly/Laxmi-Purana-Gaana Apple Music : http://bit.ly/Laxmi-Purana-Apple-Music iTunes : http://bit.ly/Laxmi-Purana-iTunes Amazon Prime Music : http://bit.ly/Laxmi-Purana-Prime-Music ------------------------------------------------------------- Watch our other YouTube Channels: http://www.youtube.com/c/SidharthTV http://www.youtube.com/c/SidharthMusic https://www.youtube.com/c/SidharthBhakti https://www.youtube.com/c/NamitaAgrawal http://www.youtube.com/c/SiddharthBangla http://www.youtube.com/c/PuniThareSidharthMusic http://www.youtube.com/c/FullJatra http://www.youtube.com/c/HookeHooTV http://www.youtube.com/c/ODIAHD http://www.youtube.com/c/WorldMusicOdia Follow us on our Facebook Pages: https://www.facebook.com/sidharthmusicodia/ https://www.facebook.com/SidharthTVofficial/ https://www.facebook.com/sidharthBhaktiOdia/ https://www.facebook.com/NamitaAgrawalOfficial/ #laxmipurana #sidharthtv #namitaagrawal #sidharthmusic #sitaramagrawal #laxmipuran #laxmipurana #manabasagurubarpuja #manabasagurubara #manabasagurubar #sidharthbhakti
About YouTube Real-Time View Count
With SocialCounts.org’s view counter, track your YouTube video’s live view count and YouTube likes count in real time with fast, reliable updates.
Watch every YouTube video live view count rise with our real-time YouTube views tracker—built for accuracy and minimal delay.
Follow YouTube real time views as they happen, using our dedicated view counter for YouTube videos.
Get up-to-date live view count on YouTube and see real-time growth with SocialCounts.org’s smart tracking tools.
Embed Widget
Parameters:
fullscreen=true- Fullscreen countergraph=true- Live graph chartcounter=0/1/2- Select counter (0=likes, 1=views, 2=comments)
URL
Click to copy the embed URL to your clipboard