93,106
likes
4,701
comments
daily view 0
monthly view 0

Share

Live Analytics

Comments 0

Maa Aa Pheria l Official Video l Sourav Bharadwaj l Maa Odia Sad Song l 2025 Song l Kuthari Music l Analytics Table

Income Estimates for Maa Aa Pheria l Official Video l Sourav Bharadwaj l Maa Odia Sad Song l 2025 Song l Kuthari Music l

Based on this YouTube video's total view count of 11.2M views and industry-standard rates, the estimated total earning is $7.85K - $22.4K through ad revenue. Historical data is not yet available to calculate daily, weekly, or monthly averages.

About Maa Aa Pheria l Official Video l Sourav Bharadwaj l Maa Odia Sad Song l 2025 Song l Kuthari Music l

Explore Maa Aa Pheria l Official Video l Sourav Bharadwaj l Maa Odia Sad Song l 2025 Song l Kuthari Music l with 11,221,701 views, 93,106 likes, and 4,701 comments. Experience the impact of this video content that has captured audience attention.

Maa Aa Pheria l Offical Video l Sourav Bharadwaj l Maa Odia Sad Song l 2025 Song lKuthari Music l Presenting to you a emotional Song "MAA AA PHERIA", ମା ତ ଶବ୍ଦର ସାଗର ମା ତ ସ୍ନେହର ଭଣ୍ଡାର, ମା ତ ଶବ୍ଦର କୋଣାର୍କ, ଏଇ ଦୁନିଆରେ ମାଆର ସ୍ଥାନ କେହିବି ନେଇପାରିବେନି, ମାଆ ବିନା ସୃଷ୍ଟି ଅସମ୍ଭବ l ଏଇ ଗୀତ ଜରିଆରେ ଦୁନିଆର ସବୁ ନିଜ ଛୁଆଙ୍କ ପାଇଁ ମା ଙ୍କ ଅବଦାନ କଣ ରହିଛି ତାହା ପର୍ଯ୍ୟ ବେସିତ ହେଇଛି l hope you all like the song, DO SHARE YOUR VIEWS WITH US l 🎼🎶Song Credit's 🎶🎼 𝗧𝗶𝘁𝗹𝗲 :-.Maa Aa Pheria (ମା ଆ ଫେରିଆ) 🎶 𝗦𝗶𝗻𝗴𝗲𝗿 :-. Sourav Bharadwaj 🎶 𝗠𝘂𝘀𝗶𝗰 & 𝗹𝘆𝗿𝗶𝗰𝘀 :-Pabitra Nayak (8917546231) 🎶𝗣𝗿𝗼𝗱𝘂𝗰𝗲𝗿:-Kuthari Music Odia Team 🎶𝗠𝘂𝘀𝗶𝗰 𝗹𝗮𝗯𝗲𝗹:- Kuthari Music Odia 🎶 𝗔𝗿𝗿𝗮𝗻𝗴𝗲𝗿:-NK Sahoo 🎶 𝗣𝗿𝗼𝗱𝘂𝗰𝘁𝗶𝗼𝗻:-Kuthari Music Odia 🎶 𝗠𝗶𝘅&𝗺𝗮𝘀𝘁𝗲𝗿:- PABITRA STUDIO 🎶 𝗣𝗼𝘀𝘁𝗲𝗿 : - Chiku 🎶𝗦𝗽𝗲𝗰𝗶𝗮𝗹 𝗧𝗵𝗻𝗮𝗻𝗸𝘀 : Shravan #maaaapheria #kutharimusicodia #maasong #maaloma #sourabhbhradwaj #songodia #maaodiasong #sadsong #mothersday #momaa #odiamusic #tonashilinashiliakhire #newsong #bhajanodia #maloma #maalomaa #maatobina #superhitsong ଗୀତ ଉଦର ରଥରେ ଦଶମାସ ରଖି ଜନମ ଦେଇଚୁ ମତେ, ମା 'କେମିତି ଭୁଲିବି ତତେ l ପେଟର ଭୋକକୁ ଅନ୍ତରେ ଲୁଚାଇ ଖୁଆଉ ଥିଲୁ ତୁ ମତେ, ମା' କେମିତି ଭୁଲିବି ତତେ l ମ ନୟନ ପିତୁଳା କହି ତୁ ମତେ କରୁଥିଲୁ କେତେ ଗେଲ, ଚାଲି ଶିଖେଇ ତୁ ସମ୍ଭାଳୁ ମ ପାଦ ହେଲେ ଟଳମଳ l ମୁଁ କାନ୍ଦିଲେ ତୁ ତୁନି କରାଉ ମତେ ଦେଖେଇ ସରଗ ଶଶୀ, ପଣତେ ଲୁହକୁ ପୋଛି ମା ' ମ ମୁଣ୍ଡକୁ ଦଉ ଆଉଁଷି l ତୁ ନାହୁଁ ମା' ଅଛି ତୋ ସ୍ମୁତି ବିଜୁଳି ଶବଦ ଅନ୍ଧାର ରାତି (୨ ) ଲାଗେ ଛାନିଆ.... ମା' ଲୋ ମା, ଏ ମା' ,ମୋରି ମା ' କୋଉଠି ତୁ ଅଛୁ ଆ ଫେରିଆ (୨) *** * * * * * * * * * * * ମା ତୋ ସେନେହ ଗାଳି କୁହନ୍ତି ଦାଣ୍ଡର ଧୂଳି ସେ ଗାଳି କୁ ମୁଁ ନୀତି ଶୁଣୁଥିବି ଆସିବୁକି ତୁ ଫେରି l ମା ତୋ ମିଠା ଆକଟ ତୋ ହାତର ସେ ଛାଟ ପାହାର ଖାଇ ମୁଁ ଅଗଣାଟା ସାରା କରୁଥିଲି କେତେ ନାଟ l ମୁଁ ଅଝଟ କହେଁଇ ତର ଲୋ ତୁ ମ ସ୍ନେହୀ ମା ଯୋଶଦା ଏତେ କଷ୍ଟ ସହି ହସୁ ତୁ ଯେମିତି ହସେ ମା ବସୁଧା (୨) ଖରା ବାଜିଗଲେ ଦିଏ ସେ ଛାଇ ଏମିତି ମା ଟେ ଜଗତେ ନାହିଁ (୨) ତୋ ଭଳିଆ ମା ଲୋମା, ଏ ମା, ମୋରି ମା' କୋଉଠି ତୁ ଅଛୁ ଆ ଫେରିଆ (୨) ************************** ମା ତ ମମତା କୋଳ, ମ ପାଇଁ ଅଟେ ଝୁଲଣା, ସେ ଝୁଲଣା ରେ କି ଆନନ୍ଦ ଥାଏ ତାହା ହିଁ ମତେ ମା' ଜଣା l ମା ତ ହାତ ପରଷା, ମ ପାଇଁ ଅମୃତ ତୁଲ୍ୟ, କୋଉ ଜନମ ରେ ସୁଝି ପାରିବିନି ତୋ କଷଣ ର ମୂଲ l ମୁଁ ବନବାସୀ ରାମ ତୋର ଲୋ, ତୁ ମ ଦୁଃଖୀ ମା କୌଶଲ୍ୟା, ଚଉଦ ବରଷ ପାଇଁ ମୁଁ ତଠୁ ହେଇଥିଲି ଅଲଗା l (୨) ଆସିଲା ବେଳକୁ ନାଂହୁ ମା ତୁ, କୋଉଠି ଅଛୁ ତୁ ଖୋଜୁଛି ମୁଁ l(୨) ଡାକି ମାଆ ମାଆ.... ମା ଲୋମା, ଏ ମା, ମୋରି ମା' କୋଉଠି ତୁ ଅଛୁ ଆ ଫେରିଆ (୨) WARNING ---------------------==========------------------------- This Content is Copyright to "Kuthari music odia "Youtube Channel. Any Unauthorised,Reproduction,Redistribution or Re-Uploads is strictly prohibited of the meterial.Legal action shall be take against those who violet the copyright of the material pressented !!

About YouTube Real-Time View Count

With SocialCounts.org’s view counter, track your YouTube video’s live view count and YouTube likes count in real time with fast, reliable updates.

Watch every YouTube video live view count rise with our real-time YouTube views tracker—built for accuracy and minimal delay.

Follow YouTube real time views as they happen, using our dedicated view counter for YouTube videos.

Get up-to-date live view count on YouTube and see real-time growth with SocialCounts.org’s smart tracking tools.

Embed Widget

Parameters:

  • fullscreen=true - Fullscreen counter
  • graph=true - Live graph chart
  • counter=0/1/2 - Select counter (0=likes, 1=views, 2=comments)
URL

Click to copy the embed URL to your clipboard