Share

Live Analytics

Comments 0

🔴 𝐋𝐈𝐕𝐄 | 𝐉𝐀𝐘 𝐉𝐀𝐆𝐀𝐍𝐍𝐀𝐓𝐇 𝐓𝐕 | 𝐅𝐫𝐨𝐦 𝐒𝐡𝐫𝐞𝐞 𝐉𝐚𝐠𝐚𝐧𝐧𝐚𝐭𝐡 𝐓𝐞𝐦𝐩𝐥𝐞, 𝐏𝐔𝐑𝐈 | ଜୟ ଜଗନ୍ନାଥ ଟିଭି Analytics Table

Income Estimates for 🔴 𝐋𝐈𝐕𝐄 | 𝐉𝐀𝐘 𝐉𝐀𝐆𝐀𝐍𝐍𝐀𝐓𝐇 𝐓𝐕 | 𝐅𝐫𝐨𝐦 𝐒𝐡𝐫𝐞𝐞 𝐉𝐚𝐠𝐚𝐧𝐧𝐚𝐭𝐡 𝐓𝐞𝐦𝐩𝐥𝐞, 𝐏𝐔𝐑𝐈 | ଜୟ ଜଗନ୍ନାଥ ଟିଭି

Based on this YouTube video's total view count of 19.9M views and industry-standard rates, the estimated total earning is $13.9K - $39.8K through ad revenue. Historical data is not yet available to calculate daily, weekly, or monthly averages.

About 🔴 𝐋𝐈𝐕𝐄 | 𝐉𝐀𝐘 𝐉𝐀𝐆𝐀𝐍𝐍𝐀𝐓𝐇 𝐓𝐕 | 𝐅𝐫𝐨𝐦 𝐒𝐡𝐫𝐞𝐞 𝐉𝐚𝐠𝐚𝐧𝐧𝐚𝐭𝐡 𝐓𝐞𝐦𝐩𝐥𝐞, 𝐏𝐔𝐑𝐈 | ଜୟ ଜଗନ୍ନାଥ ଟିଭି

Explore 🔴 𝐋𝐈𝐕𝐄 | 𝐉𝐀𝐘 𝐉𝐀𝐆𝐀𝐍𝐍𝐀𝐓𝐇 𝐓𝐕 | 𝐅𝐫𝐨𝐦 𝐒𝐡𝐫𝐞𝐞 𝐉𝐚𝐠𝐚𝐧𝐧𝐚𝐭𝐡 𝐓𝐞𝐦𝐩𝐥𝐞, 𝐏𝐔𝐑𝐈 | ଜୟ ଜଗନ୍ନାଥ ଟିଭି with 19,900,587 views, 85,331 likes, and 0 comments. Experience the impact of this video content that has captured audience attention.

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ପ୍ରଥମ ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U

About YouTube Real-Time View Count

With SocialCounts.org’s view counter, track your YouTube video’s live view count and YouTube likes count in real time with fast, reliable updates.

Watch every YouTube video live view count rise with our real-time YouTube views tracker—built for accuracy and minimal delay.

Follow YouTube real time views as they happen, using our dedicated view counter for YouTube videos.

Get up-to-date live view count on YouTube and see real-time growth with SocialCounts.org’s smart tracking tools.

Embed Widget

Parameters:

  • fullscreen=true - Fullscreen counter
  • graph=true - Live graph chart
  • counter=0/1/2 - Select counter (0=likes, 1=views, 2=comments)
URL

Click to copy the embed URL to your clipboard