27,689
likes
1,190
comments
daily view 0
monthly view 0

Share

Live Analytics

Comments 0

Maa Aa Pheria l Diptimayee Das l Odia Maa Song l Female Version l Official Video l Pabitra Nayak l Analytics Table

Income Estimates for Maa Aa Pheria l Diptimayee Das l Odia Maa Song l Female Version l Official Video l Pabitra Nayak l

Based on this YouTube video's total view count of 3.87M views and industry-standard rates, the estimated total earning is $2.71K - $7.74K through ad revenue. Historical data is not yet available to calculate daily, weekly, or monthly averages.

About Maa Aa Pheria l Diptimayee Das l Odia Maa Song l Female Version l Official Video l Pabitra Nayak l

Explore Maa Aa Pheria l Diptimayee Das l Odia Maa Song l Female Version l Official Video l Pabitra Nayak l with 3,870,929 views, 27,689 likes, and 1,190 comments. Experience the impact of this video content that has captured audience attention.

Maa Aa Pheria l Diptimayee Das l Odia Sad maa Song l Studio Version l Pabitra Nayak l Presenting the Official Female Version of New Odia Maa Song " To "Ma Aa Pheria " the song is sung by Diptimayee Das 🎼🎶Song Credit's 🎶🎼 𝗧𝗶𝘁𝗹𝗲 :-.Maa Aa Pheria (ମା ଆ ଫେରିଆ) 🎶 𝗦𝗶𝗻𝗴𝗲𝗿 :-. Diptimayee Das 🎶 𝗠𝘂𝘀𝗶𝗰 & 𝗹𝘆𝗿𝗶𝗰𝘀 :-Pabitra Nayak (8917546231) 🎶𝗣𝗿𝗼𝗱𝘂𝗰𝗲𝗿:-Kuthari Music Odia Team 🎶𝗠𝘂𝘀𝗶𝗰 𝗹𝗮𝗯𝗲𝗹:- Kuthari Music Odia 🎶 𝗔𝗿𝗿𝗮𝗻𝗴𝗲𝗿:-NK Sahoo 🎶 𝗣𝗿𝗼𝗱𝘂𝗰𝘁𝗶𝗼𝗻:-Kuthari Music Odia 🎶 𝗠𝗶𝘅&𝗺𝗮𝘀𝘁𝗲𝗿:- PABITRA STUDIO 🎶 Making &Edit :-Raw Image 🎶 𝗣𝗼𝘀𝘁𝗲𝗿 : - R D Editography 🎶𝗦upport by : SHRABAN MUSIC PRODUCTION #maaaapheria #sad #maatobina #maloma #kuthari #souravbharadwaj #diptimayee #maasong #sadsong #bhajan #sadsong #video #superhitsong #odiamusic #odiasong #2025song #tonashilinashiliakhire #sadbhajan Song ------------ ଉଦର ରଥରେ ଦଶମାସ ରଖି ଜନମ ଦେଲୁ ତୁ ମତେ, ମା 'କେମିତି ଭୁଲିବି ତତେ l ପେଟର ଭୋକକୁ ଅନ୍ତରେ ଲୁଚାଇ ଖୁଆଉ ଥିଲୁ ତୁ ମତେ, ମା' କେମିତି ଭୁଲିବି ତତେ l ମ ଲଷ୍ମୀପ୍ରତିମା ଟେ କହି ତୁ ମତେ କରୁଥିଲୁ କେତେ ଗେଲ, ଚାଲି ଶିଖେଇ ତୁ ସମ୍ଭାଳୁ ମ ପାଦ ହେଲେ ଟଳମଳ l ମୁଁ କାନ୍ଦିଲେ ତୁ ତୁନି କରାଉ ମତେ ଦେଖେଇ ସରଗ ଶଶୀ, ପଣତେ ଲୁହକୁ ପୋଛି ମା ' ମ ମୁଣ୍ଡକୁ ଦଉ ଆଉଁଷି l ତୁ ନାହୁଁ ମା' ଅଛି ତୋ ସ୍ମୁତି ବିଜୁଳି ଶବଦ ଅନ୍ଧାର ରାତି (୨ ) ଲାଗେ ଛାନିଆ.... ମା' ଲୋ ମା, ଏ ମା' ,ମୋରି ମା ' କୋଉଠି ତୁ ଅଛୁ ଆ ଫେରିଆ (୨) *** * * * * * * * * * * * ମା ତୋ ସେନେହ ଗାଳି କୁହନ୍ତି ଦାଣ୍ଡର ଧୂଳି ସେ ଗାଳି କୁ ମୁଁ ନୀତି ଶୁଣୁଥିବି ଆସିବୁକି ତୁ ଫେରି l ମା ତୋ ମିଠା ଆକଟ ତୋ ହାତର ସେ ଛାଟ ପାହାର ଖାଇ ମୁଁ ଅଗଣାଟା ସାରା କରୁଥିଲି କେତେ ନାଟ l ମୁଁ ଗେଲ୍ହେଇ ଝିଅଟି ତର ଲୋ ତୁ ସ୍ନେହୀ ମମତାର ସୁଧା ଏତେ କଷ୍ଟ ସହି ହସୁ ତୁ ଯେମିତି ହସେ ମା ବସୁଧା (୨) ଖରା ବାଜିଗଲେ ଦିଏ ସେ ଛାଇ ଏମିତି ମା ଟେ ଜଗତେ ନାହିଁ (୨) ତୋ ଭଳିଆ ମା ଲୋମା, ଏ ମା, ମୋରି ମା' କୋଉଠି ତୁ ଅଛୁ ଆ ଫେରିଆ (୨) ************************** ମା ତ ମମତା କୋଳ, ମ ପାଇଁ ଅଟେ ଝୁଲଣା ସେ ଝୁଲଣା ରେ କି ଆନନ୍ଦ ଥାଏ ତାହା ହିଁ ମତେ ମା' ଜଣା l ମା ତ ହାତ ପରଷା, ମ ପାଇଁ ଅମୃତ ତୁଲ୍ୟ, କୋଉ ଜନମ ରେ ସୁଝି ପାରିବିନି ତୋ କଷଣ ର ମୂଲ l ମୁଁ ଏଡ଼େ ବୋଝୋ ହେଲି ତୋ ପାଇଁ ମତେ କରିଦେଲୁ ସାତପର ଅଜଣା ରାଇଜେ ବାହାଦେଲୁ ମା ଛାତିକୁ କରି ପଥର(୨) ଆସିଲା ବେଳକୁ ନାଂହୁ ମା ତୁ, କୋଉଠି ଅଛୁ ତୁ ଖୋଜୁଛି ମୁଁ l(୨) ଡାକି ମାଆ ମାଆ.... ମା ଲୋମା, ଏ ମା, ମୋରି ମା' କୋଉଠି ତୁ ଅଛୁ ଆ ଫେରିଆ (୨) WARNING ---------------------==========------------------------- This Content is Copyright to "Kuthari music odia "Youtube Channel. Any Unauthorised,Reproduction,Redistribution or Re-Uploads is strictly prohibited of the meterial.Legal action shall be take against those who violet the copyright of the material pressented !!

About YouTube Real-Time View Count

With SocialCounts.org’s view counter, track your YouTube video’s live view count and YouTube likes count in real time with fast, reliable updates.

Watch every YouTube video live view count rise with our real-time YouTube views tracker—built for accuracy and minimal delay.

Follow YouTube real time views as they happen, using our dedicated view counter for YouTube videos.

Get up-to-date live view count on YouTube and see real-time growth with SocialCounts.org’s smart tracking tools.

Embed Widget

Parameters:

  • fullscreen=true - Fullscreen counter
  • graph=true - Live graph chart
  • counter=0/1/2 - Select counter (0=likes, 1=views, 2=comments)
URL

Click to copy the embed URL to your clipboard