14,693
likes
2,158
comments
daily view 0
monthly view 0

Share

Live Analytics

Comments 0

SARAGA RAIJA | ସରଗ ରାଇଜ | NEW ODIA CHRISTIAN SONG 2022 |SHASANK SEKHAR | AMIT BADANAYAK Analytics Table

Income Estimates for SARAGA RAIJA | ସରଗ ରାଇଜ | NEW ODIA CHRISTIAN SONG 2022 |SHASANK SEKHAR | AMIT BADANAYAK

Based on this YouTube video's total view count of 1.46M views and industry-standard rates, the estimated total earning is $1.02K - $2.93K through ad revenue. Historical data is not yet available to calculate daily, weekly, or monthly averages.

About SARAGA RAIJA | ସରଗ ରାଇଜ | NEW ODIA CHRISTIAN SONG 2022 |SHASANK SEKHAR | AMIT BADANAYAK

Explore SARAGA RAIJA | ସରଗ ରାଇଜ | NEW ODIA CHRISTIAN SONG 2022 |SHASANK SEKHAR | AMIT BADANAYAK with 1,466,662 views, 14,693 likes, and 2,158 comments. Experience the impact of this video content that has captured audience attention.

SARAGA RAIJA || ସରଗ ରାଇଜ || NEW ODIA CHRISTIAN SONG 2022 || SHASANK SEKHAR || STUDIO VERSION || AMIT BADANAYAK || ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ପ୍ରତ୍ୟେକ ଶ୍ରୋତା ମଣ୍ଡଳୀକୁ ନମସ୍କାର ମୁଁ ଆପଣମାନଙ୍କର ସାନ ଭାଇ ଅମିତ୍ ବଡ଼ନାୟକ। AB MUSIC ତରଫରୁ ପ୍ରଭୁଙ୍କ ପ୍ରଶଂସା ଉଦ୍ଦେଶ୍ୟରେ ଏବଂ ଲୋକ ମାନଙ୍କର ମନ ପରିବର୍ତ୍ତନ ନିମନ୍ତେ "ସରଗ ରାଇଜ" ନାମକ ଏକ ନିଆରା ଭିନ୍ନ ସ୍ୱାଦର ଏକ ନୂଆ ମନଛୁଆଁ ଗୀତ ଭେଟି ଦେଉଛୁ। ଈଶ୍ୱରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର ଛିଦ୍ର ଦେଇ ଓଟର ଯିବାର ସହଜ । (ମାର୍କ ୧୦ : ୨୫) ପବିତ୍ର ଧର୍ମଶାସ୍ତ୍ର ବାକ୍ୟ ବାଇବଲ ଅନୁସାରେ ଜଣେ ମନୁଷ୍ୟ ପକ୍ଷରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ କ'ଣ କରିବାର ଆବଶ୍ୟକତା ରହିଛି । ଅବା କେଉଁ ମାନେ ସ୍ୱର୍ଗ ରାଜ୍ୟରେ ସ୍ଥାନ ପାଇ ପାରିବେ ଏବଂ କେଉଁ ମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରି ପାରିବେ ନାହିଁ । ଏ ସକଳ ବିଷୟବସ୍ତୁ ଉପରେ ଆଧାରିତ ଗୀତଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି ଗୀତ ଶୁଣନ୍ତୁ ଏବଂ ଯୀଶୁଙ୍କ ନିକଟବର୍ତ୍ତୀ ହୁଅନ୍ତୁ। The goal of everyone is to get a place in the kingdom of heaven, but is it really possible for us to have a heavenly kingdom or is it so easy to enter the kingdom of heaven? We hope that this new song will touch your heart so that the song can be used for the glory of the Lord and help people to change their minds. Full Lyrics ସରଗ ରାଇଜ ଯିବା ପାଇଁ ବନ୍ଧୁ ନୁହଁଇ ସହଜ (୨ଥର) ଜୀବନ ପୁସ୍ତକେ ଯାର ନାହିଁ ନାମ ଯୀଶୁଙ୍କ ଦୃଷ୍ଟିରେ ଯେ ଅଟେ ଅଧମ ମିଳେନା ତାଙ୍କୁ ସ୍ଥାନ ଶୁଣି ଯାଅ ହେ ବିଶ୍ୱାସୀ ଗଣ......=୦= ଶିଶୁ ପରି ଏ ଜୀବନ ଯେ କରେ କାଳ କ୍ଷେପଣ ମିଳେ ତାଙ୍କୁ ସ୍ୱର୍ଗେ ସ୍ଥାନ ଆତ୍ମାରେ ଯେ ଦୀନହୀନ ଶୁଦ୍ଧ ଯା ଅନ୍ତଃକରଣ ଯାଏ ସେ ସ୍ୱର୍ଗ ଭୂବନ..... ଧାର୍ମିକତା ପାଇଁ ଯିଏ ଭୋଗେ ତାଡନା କଷଣ ପାଏ ସେ ସ୍ୱର୍ଗେ ବିଶ୍ରାମ କରେ ଯଦି ଯେଉଁ ଜନ ପିତାଙ୍କ ଇଛା ସାଧନ ତାଙ୍କ ପାଇଁ ସ୍ବର୍ଗ ଧାମ... ଛୁଞ୍ଚି ଛିଦ୍ର ଦେଇ ଓଟ ଯାଇପାରେ ଧନୀ ସ୍ୱର୍ଗ ଯିବା କଷ୍ଟ ହୋଇପାରେ ସତ୍ୟ ଏହି ବଚନ ମାନି ଯାଅ ହେ ମାନବ ଗଣ......=୧= ମିଥ୍ୟାଚାରୀ ବ୍ୟଭିଚାରୀ କିବା ନର ହତ୍ୟାକାରୀ ଯିବେ ନାହିଁ ସ୍ୱର୍ଗ ଧାମ ଦଳଭେଦ ମତଭେଦ ଥିଲେ ଶତ୍ରୁତା ବିବାଦ ମିଳେ ନାହିଁ ସ୍ୱର୍ଗେ ସ୍ଥାନ..... ମଦ୍ୟପାନ କରୁଥିଲେ ପରଦ୍ରବ୍ୟ ଲୁଣ୍ଠୁଥିଲେ ନାହିଁ ସରଗେ ବିଶ୍ରାମ କାମୁକତା ଚୋର ହେଲେ ଧନ ପ୍ରତି ଲୋଭ କଲେ ତାଙ୍କୁ ନାହିଁ ସ୍ୱର୍ଗେ ସ୍ଥାନ.... ପ୍ରତିମା ପୂଜକ କିଅବା ନିନ୍ଦକ ପାଇବେନି କେବେ ସରଗର ସୁଖ ତାଙ୍କୁ ନରକେ ସ୍ଥାନ ବୁଝି ଯାଅ ହେ ସକଳ ଜନ.....=୨= SONG CREDITS : * Song : Saraga Raija (Studio Version) * Singer : Shasank Sekhar (Ollywood Singer) * Lyrics : Amit Badanayak * Music : Amit Badanayak (8895583382) * Programming & Arrangement : Bapi Samal * Recording & Mixing : MRR Studio, Cuttack * Recording by : Bunu Bhai * Mastering By : Shaktiswar Mohapatra * Production : AB Music * Banner : AB Music * Special Thanks : Tanu Limma & Tuna Jena * Music label : AB music * WhatsApp : 8895583382,7978601423 * Contact : 7978601423,8895583382 ଅନ୍ୟ ସମସ୍ତ ସୁପର୍ ହିଟ୍ ଖ୍ରୀଷ୍ଟିଆନ ଗୀତର Link ନାଉରୀ (Studio Version) Jyotirmayee Nayak https://youtu.be/F1Y8f_zMAkw ରେ ମନ (HUMANE SAGAR) https://youtu.be/quUbDXftqRM ଅଳପ ଆୟୁଷ (Ananya Sritam Nanda) https://youtu.be/VFtEmGoaW70 ଆସିଛି ବଡ଼ଦିନ Asima Panda (Studio Version) https://youtu.be/Ed8t7po9XSo ମହାମାରୀରୁ ରକ୍ଷା କର (Asima Panda) https://youtu.be/hh0qgElSS08 ପ୍ରଶଂସା ହେଉ ତୁମର (Amit Pani) https://youtu.be/dgj1PiwBsiw ଆରାଧ୍ୟ ଈଶ୍ୱର (Ira Mohanty) https://youtu.be/mOQz13J5aTk ଶୁଣ ମୋର କ୍ରନ୍ଦନ (Studio Version) https://youtu.be/12UrulBfclg ହେ ପ୍ରିୟ ଯୀଶୁ (FULL HD VIDEO) https://youtu.be/pWQCsegILJ0 କାନ୍ଦେ ଆଜି ମୋ ଅନ୍ତର https://youtu.be/Ex51Pdx7pcU ଲହୁ ଭିଜା ଲଲାଟ (Studio Version) https://youtu.be/P1HdiLMYIXM ମୁଁ ଯେ ଅକିଞ୍ଚନ (Studio Version) https://youtu.be/GDsKytYi-1s ହେ ପ୍ରଭୁ (Full HD Video) https://youtu.be/aClhYtRQOf8 କେଡ଼େ ପ୍ରେମ କଲେ ବୋଲି (Studio Version) https://youtu.be/3PmsV5soudM ହେ କ୍ରୁଶଧାରୀ (Studio Version) https://youtu.be/g_BiXypUW4c କମ୍ପିଉଠେ ଏ ଧରା ଧାମ (Studio Version) https://youtu.be/ooUFLhFmFr4 କମ୍ପିଉଠେ ଏ ଧରା ଧାମ (Dance Video) https://youtu.be/MLb0U8NY37g କେତେବେଳେ ଚାଲିଯିବ ଜୀବନ (Humane Sagar) https://youtu.be/2PC9FlBJKUE କେତେ କାଳରେ ମନ (Studio Version) https://youtu.be/A2TWgMABDiU କେତେ କାଳରେ ମନ (Music Video) https://youtu.be/_Fpubwfz5ng ଶେଷ ଘଣ୍ଟି ( Humane Sagar) https://youtu.be/1UL2Vx33-ag ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version) https://youtu.be/ZbQgJTrAjH8 #saragaraija #saragaraijachristiansong #shasanksekharnewchristiansong #newodiachristiansong #amitbadanayakchristiansongs #shasanksekharchristiansongs #amitbadanayakmusic #odiachristiansong #odianewchristiansongs #newodiajesussongs #abmusic #christiansongs #amitbadanayakodiachristiansongs #allodiachristiansongs #newodiajesussongs #newodiachristiansong2022 #odiachristiansong #odiachristiansongs #shasanksekharodiachristiansongs #humanesagarchristiansongs #shasanksekhar #amitbadanayak #abmusicchristiansongs #humanesagar #newodiaviralsong #amitpanichristiansongs #amitpani #asimapandanewodiachristiansong #ananyasritamnandachristiansongs !!* ANTI-PIRACY WARNING *!! This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

About YouTube Real-Time View Count

With SocialCounts.org’s view counter, track your YouTube video’s live view count and YouTube likes count in real time with fast, reliable updates.

Watch every YouTube video live view count rise with our real-time YouTube views tracker—built for accuracy and minimal delay.

Follow YouTube real time views as they happen, using our dedicated view counter for YouTube videos.

Get up-to-date live view count on YouTube and see real-time growth with SocialCounts.org’s smart tracking tools.

Embed Widget

Parameters:

  • fullscreen=true - Fullscreen counter
  • graph=true - Live graph chart
  • counter=0/1/2 - Select counter (0=likes, 1=views, 2=comments)
URL

Click to copy the embed URL to your clipboard