520
likes
49
comments
daily view 0
monthly view 0
Live Analytics
Comments 0
ଦୀପାଳି କହିଲେ, ଏ ବିଜୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର l Former Jharsuguda MLA Deepali Das , Analytics Table
Income Estimates for ଦୀପାଳି କହିଲେ, ଏ ବିଜୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର l Former Jharsuguda MLA Deepali Das ,
Based on this YouTube video's total view count of 95.4K views and industry-standard rates, the estimated total earning is $67 - $191 through ad revenue. Historical data is not yet available to calculate daily, weekly, or monthly averages.
About ଦୀପାଳି କହିଲେ, ଏ ବିଜୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର l Former Jharsuguda MLA Deepali Das ,
Explore ଦୀପାଳି କହିଲେ, ଏ ବିଜୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର l Former Jharsuguda MLA Deepali Das , with 95,453 views, 520 likes, and 49 comments. Experience the impact of this video content that has captured audience attention.
ଦୀପାଳି କହିଲେ, ଏ ବିଜୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର l ଝାରସୁଗୁଡ଼ା ସହର ସ୍ଥିତ ସରବାହାଲ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ବିଜୁ ଛାତ୍ର ଜନତା ଦଳ ତରଫରୁ କଲେଜ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ନବନିର୍ବାଚିତ ଛାତ୍ର ପ୍ରତିନିଧି ଙ୍କୁ ଛାତ୍ର ଓ ଯୁବ ବିଜେଡି ପକ୍ଷ ରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେଡି ର ସାଧାରଣ ସମ୍ପାଦିକା ତଥା ଝାରସୁଗୁଡା ର ପୂର୍ବତନ ବିଧାୟିକା ଦୀପାଳୀ ଦାସ କହିଛନ୍ତି ଯେ, ଏହି ବିଜୟ ବିଜୁ ଜନତା ଦଳର ବିଜୟ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗାମୀ ଦିନରେ ଛାତ୍ରମାନଙ୍କ ବିଭିନ୍ନ ହକ ଓ ଦାବିକୁ ଶାଣିତ କରିବା ପାଇଁ ଏହା ପ୍ରଥମ ପାହାଚ। Former Jharsuguda MLA Deepali Das , Student Union Elections #deepalidas #BJD #BCJD #OdishaCampusPolls #StudentUnionElection #OdishaPolitics #CampusPolitics Vist our Website :https://www.pratidintv.com/ Like Our Facebook Page: https://www.facebook.com/PratidinOdisha Folllow Us Instagram :-https://www.instagram.com/pratidintv/?hl=en Follow On X :- https://x.com/pratidin_tv Subscribe To Our YouTube Channel: https://www.youtube.com/channel/UCVcnPfraEC8kaQCvRVLybzw #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
About YouTube Real-Time View Count
With SocialCounts.org’s view counter, track your YouTube video’s live view count and YouTube likes count in real time with fast, reliable updates.
Watch every YouTube video live view count rise with our real-time YouTube views tracker—built for accuracy and minimal delay.
Follow YouTube real time views as they happen, using our dedicated view counter for YouTube videos.
Get up-to-date live view count on YouTube and see real-time growth with SocialCounts.org’s smart tracking tools.
Embed Widget
Parameters:
fullscreen=true- Fullscreen countergraph=true- Live graph chartcounter=0/1/2- Select counter (0=likes, 1=views, 2=comments)
URL
Click to copy the embed URL to your clipboard

