Share

Live Analytics

Comments 0

ରାହୁ ବଦଳାଇବେ ରାଶି ! ବଦଳିଯିବ କି ଆପଣଙ୍କ ଭାଗ୍ୟ ? #otvdigital #RahuChalana2026 #RahuTransit2027 Analytics Table

Income Estimates for ରାହୁ ବଦଳାଇବେ ରାଶି ! ବଦଳିଯିବ କି ଆପଣଙ୍କ ଭାଗ୍ୟ ? #otvdigital #RahuChalana2026 #RahuTransit2027

Based on this YouTube video's total view count of 214K views and industry-standard rates, the estimated total earning is $150 - $430 through ad revenue. Historical data is not yet available to calculate daily, weekly, or monthly averages.

About ରାହୁ ବଦଳାଇବେ ରାଶି ! ବଦଳିଯିବ କି ଆପଣଙ୍କ ଭାଗ୍ୟ ? #otvdigital #RahuChalana2026 #RahuTransit2027

Explore ରାହୁ ବଦଳାଇବେ ରାଶି ! ବଦଳିଯିବ କି ଆପଣଙ୍କ ଭାଗ୍ୟ ? #otvdigital #RahuChalana2026 #RahuTransit2027 with 214,969 views, 2,545 likes, and 119 comments. Experience the impact of this video content that has captured audience attention.

ରାହୁଙ୍କ ମହାଚଳନ ୨୦୨୬–୨୭! ବଦଳିଯିବ କି ଆପଣଙ୍କ ଭାଗ୍ୟ? ରାହୁ ବଦଳାଇବେ ରାଶି! କାହା ଜୀବନରେ ଆସିବ ଧନର ବର୍ଷା? କାହାର ଖୋଲିବ ଭାଗ୍ୟର ଦ୍ୱାର? ଆଉ କେଉଁ ରାଶିର ବ୍ୟକ୍ତିଙ୍କୁ ରହିବାକୁ ପଡ଼ିବ ଅଧିକ ସତର୍କ? ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁଙ୍କୁ ଏକ ରହସ୍ୟମୟ ଛାୟାଗ୍ରହ ଭାବେ ବିବେଚନା କରାଯାଏ। ରାହୁଙ୍କ ରାଶି ପରିବର୍ତ୍ତନ ମଣିଷ ଜୀବନରେ ଅଚାନକ ପରିବର୍ତ୍ତନ, ଧନଲାଭ, ସଫଳତା ଓ ବିଭିନ୍ନ ଆହ୍ୱାନର ସଙ୍କେତ ଦେଇଥାଏ ବୋଲି ବିଶ୍ୱାସ କରାଯାଏ। OTV Digitalର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ରାହୁ ଚଳନ ୨୦୨୬–୨୭’ରେ ଜାଣନ୍ତୁ: ରାହୁଙ୍କ ଚଳନ କେବେ ଓ କେଉଁ ରାଶିକୁ ହେବ? କେଉଁ ରାଶି ପାଇଁ ରହିଛି ଧନଲାଭ ଓ ସମୃଦ୍ଧିର ସଙ୍କେତ? କେଉଁ ୩ ରାଶିର ବ୍ୟକ୍ତିଙ୍କୁ ରହିବାକୁ ପଡ଼ିପାରେ ସାବଧାନ? ଚାକିରି, ବ୍ୟବସାୟ ଓ କ୍ୟାରିୟର ଉପରେ କ'ଣ ପଡ଼ିବ ରାହୁଙ୍କ ପ୍ରଭାବ? ପ୍ରେମ, ବିବାହ ଓ ପାରିବାରିକ ଜୀବନରେ କ'ଣ ଆସିପାରେ ପରିବର୍ତ୍ତନ? ରାହୁ କ'ଣ ଅଚାନକ ଧନ, ସଫଳତା ଓ ପ୍ରତିଷ୍ଠା ଦେଇପାରନ୍ତି? ରାହୁ ଦୋଷ କ'ଣ? ଏହାର ପାରମ୍ପରିକ ପ୍ରତିକାର, ମନ୍ତ୍ର ଓ ପୂଜା ବିଧି କ'ଣ? ୧୨ ରାଶି ଉପରେ ରାହୁ ଚଳନର ଜ୍ୟୋତିଷୀୟ ପ୍ରଭାବ: ମେଷ ♈ | ବୃଷ ♉ | ମିଥୁନ ♊ | କର୍କଟ ♋ | ସିଂହ ♌ | କନ୍ୟା ♍ ତୁଳା ♎ | ବିଛା ♏ | ଧନୁ ♐ | ମକର ♑ | କୁମ୍ଭ ♒ | ମୀନ ♓ ୨୦୨୭ରେ ରାହୁଙ୍କ କୋପ ନା କୃପା? କାହାର ଚମକିବ ଭାଗ୍ୟ, କାହା ପାଇଁ ବଢ଼ିବ ସଙ୍କଟ? ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଦେଖନ୍ତୁ OTV Digitalର ସ୍ୱତନ୍ତ୍ର ଜ୍ୟୋତିଷ କାର୍ଯ୍ୟକ୍ରମ ‘ରାହୁ ଚଳନ ୨୦୨୬–୨୭’। କମେଣ୍ଟ କରି ଜଣାନ୍ତୁ: ଆପଣଙ୍କ ରାଶି କ'ଣ? ରାହୁ ଚଳନକୁ ନେଇ ଆପଣଙ୍କ ମନରେ କେଉଁ ପ୍ରଶ୍ନ ରହିଛି? ଭିଡିଓକୁ LIKE କରନ୍ତୁ। ନିଜ ପରିବାର ଓ ବନ୍ଧୁମାନଙ୍କ ସହ SHARE କରନ୍ତୁ। ଏଭଳି ଜ୍ୟୋତିଷ କାର୍ଯ୍ୟକ୍ରମ ଓ ରାଶିଫଳ ଅପଡେଟ୍ ପାଇଁ OTV Digitalକୁ SUBSCRIBE କରନ୍ତୁ। #otvdigital #RahuChalana2026 #rahutransit2026 #RahuTransit2027 #rahugochar2026 #RahuChalana2027 #rahurashiparivartan #rahudosha #RahuPredictions #rahuastrology #rashifal2027 #zodiacpredictions #RahuRemedies OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: / otvkhabar OTV English Facebook : / otvnews Telegram @otvtelegram @otvkhabar Twitter: / otvnews Instagram: / otvnews #OdishaTV #OTV

About YouTube Real-Time View Count

With SocialCounts.org’s view counter, track your YouTube video’s live view count and YouTube likes count in real time with fast, reliable updates.

Watch every YouTube video live view count rise with our real-time YouTube views tracker—built for accuracy and minimal delay.

Follow YouTube real time views as they happen, using our dedicated view counter for YouTube videos.

Get up-to-date live view count on YouTube and see real-time growth with SocialCounts.org’s smart tracking tools.

Embed Widget

Parameters:

  • fullscreen=true - Fullscreen counter
  • graph=true - Live graph chart
  • counter=0/1/2 - Select counter (0=likes, 1=views, 2=comments)
URL

Click to copy the embed URL to your clipboard