167,689
likes
9,445
comments
daily view 0
monthly view 0

Share

Live Analytics

Comments 0

Laxmi Purana | ଲକ୍ଷ୍ମୀ ପୁରାଣ | Manabasa Gurubar Bahi Gita | Namita Agrawal & Gita Dash Analytics Table

Income Estimates for Laxmi Purana | ଲକ୍ଷ୍ମୀ ପୁରାଣ | Manabasa Gurubar Bahi Gita | Namita Agrawal & Gita Dash

Based on this YouTube video's total view count of 26.5M views and industry-standard rates, the estimated total earning is $18.5K - $53.0K through ad revenue. Historical data is not yet available to calculate daily, weekly, or monthly averages.

About Laxmi Purana | ଲକ୍ଷ୍ମୀ ପୁରାଣ | Manabasa Gurubar Bahi Gita | Namita Agrawal & Gita Dash

Explore Laxmi Purana | ଲକ୍ଷ୍ମୀ ପୁରାଣ | Manabasa Gurubar Bahi Gita | Namita Agrawal & Gita Dash with 26,541,026 views, 167,689 likes, and 9,445 comments. Experience the impact of this video content that has captured audience attention.

୩୨ ବର୍ଷ ଧରି ଶୁଣୁଥିବା Namita Agrawal & Gita Dash ଙ୍କ କାଳଜୟୀ "ଲକ୍ଷ୍ମୀ ପୁରାଣ" ଏହି ମାର୍ଗଶିର ମାସ ପ୍ରତ୍ୟେକ ଗୁରୁବାର ସିଦ୍ଧାର୍ଥ ଟିଭି ରେ ଦେଖନ୍ତୁ ଭୋର ୩ଟା , ଭୋର ୫ଟା, ସକାଳ ୭ଟା, ଅପରାହ୍ନ ୩ଟା ଓ ସନ୍ଧ୍ୟା ୫ଟାରେ...Only on Sidharth TV ------------------------------------------- 00:00 - ବନ୍ଦନା ଓ ଶ୍ରୀ ଲକ୍ଷ୍ମୀ ପୁରାଣ ଆରମ୍ଭ (ମଙ୍ଗଳାଚରଣ) 02:35 - ପରାଶର ଓ ନାରଦ ମୁନିଙ୍କ କଥୋପକଥନ 09:50 - ମାର୍ଗଶୀର ଗୁରୁବାର ଓ ମାଣବସା ବିଧି ବିଧାନ 27:15 - ମାତା ଲକ୍ଷ୍ମୀଙ୍କ ନଗର ଭ୍ରମଣ ଓ ଶ୍ରୀୟା ଚଣ୍ଡାଳୁଣୀ ଭକ୍ତି 29:10 - ଶ୍ରୀୟା ଚଣ୍ଡାଳୁଣୀ ଘରେ ମା' ଲକ୍ଷ୍ମୀଙ୍କ ଆବିର୍ଭାବ ଓ ବରଦାନ 32:30 - ବଡ଼ଦେଉଳକୁ ପ୍ରତ୍ୟାବର୍ତ୍ତନ ଓ ବଳରାମଙ୍କ କ୍ରୋଧ 35:45 - ଜଗନ୍ନାଥ-ବଳରାମଙ୍କ କଥୋପକଥନ ଓ ମାତା ଲକ୍ଷ୍ମୀଙ୍କୁ ଅପମାନ 48:15 - ଶ୍ରୀମନ୍ଦିର ତ୍ୟାଗ ଓ ମାତା ଲକ୍ଷ୍ମୀଙ୍କ ଅଭିଶାପ 55:25 - ବିଶ୍ୱକର୍ମାଙ୍କ ଦ୍ୱାରା ନୂତନ ପ୍ରାସାଦ ନିର୍ମାଣ 56:50 - ଅଷ୍ଟବେତାଳଙ୍କୁ ଶ୍ରୀମନ୍ଦିର ଲୁଟିବାକୁ ନିର୍ଦ୍ଦେଶ 01:02:25 - ଦୁଇ ଭାଇ (ଜଗନ୍ନାଥ ଓ ବଳରାମ) କ୍ଷୁଧାର୍ତ୍ତ ଓ ଅନ୍ନ ସନ୍ଧାନ 01:10:00 - ସମୁଦ୍ର କୂଳେ ଭୋକ-ଶୋଷରେ ଦୁଇ ଭାଇଙ୍କ ବିଳାପ 01:15:00 - ଲକ୍ଷ୍ମୀଙ୍କ ନଅରରେ ପ୍ରବେଶ ଓ ଅନ୍ନ ଭିକ୍ଷା 01:31:05 - ମାତା ଲକ୍ଷ୍ମୀଙ୍କ ହାତରନ୍ଧା ମହାପ୍ରସାଦ ଭୋଜନ 01:35:15 - ପ୍ରଭୁ ଜଗନ୍ନାଥଙ୍କ ଦୋଷ ସ୍ୱୀକାର ଓ ମାତା ଲକ୍ଷ୍ମୀଙ୍କ ଶର୍ତ୍ତ 01:40:50 - ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ, ମାହାତ୍ମ୍ୟ ଶ୍ରବଣ ଓ ସମାପନ =============================== Create Your Reels Here :-https://bit.ly/3Cb3Az5 Song : Laxmi Purana (Luxmi Purana) Album : LAXMI PURANA (Manabasa Gurubar Bahi Gita) (Gurubara Laxmi Purana) Singer : Namita Agrawal & Gita Dash Lyrics : Balaram Das Music Label : Sidharth Music ------------------------------------------ ♪ Full Song Available on ♪ ►JioSaavn : http://bit.ly/2OzoijU ►Wynk : http://bit.ly/334wNsh ►Resso : https://bit.ly/3Ccap3y ►Spotify : https://spoti.fi/2pEmjCo ►Gaana : http://bit.ly/35i7QuP ►Apple Music : https://apple.co/2rcUNvT ►Amazon Prime Music : https://amzn.to/2Gm2a8R ------------------------------------------ SIDHARTH MUSIC presents "LAXMI PURANA" (Manabasa Gurubar Bahi Gita) "ଲକ୍ଷ୍ମୀ ପୁରାଣ" ଓଡ଼ିଶାର ଘରେ ଘରେ ମାଣବସା ଗୁରୁବାର ନାମରେ ମଧ୍ୟ ଖ୍ୟାତ । ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟା,କ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ । #laxmipurana #sidharthtv #namitaagrawal #lakshmipurana

About YouTube Real-Time View Count

With SocialCounts.org’s view counter, track your YouTube video’s live view count and YouTube likes count in real time with fast, reliable updates.

Watch every YouTube video live view count rise with our real-time YouTube views tracker—built for accuracy and minimal delay.

Follow YouTube real time views as they happen, using our dedicated view counter for YouTube videos.

Get up-to-date live view count on YouTube and see real-time growth with SocialCounts.org’s smart tracking tools.

Embed Widget

Parameters:

  • fullscreen=true - Fullscreen counter
  • graph=true - Live graph chart
  • counter=0/1/2 - Select counter (0=likes, 1=views, 2=comments)
URL

Click to copy the embed URL to your clipboard