Share

Live Analytics

Comments 0

Brundabane Banshi Ke Bajaila | Debasmita Acharya | ବୃନ୍ଦାବନେ ବଂଶୀ କେ ବଜାଇଲା | Soulful Krishna Bhajan Analytics Table

Income Estimates for Brundabane Banshi Ke Bajaila | Debasmita Acharya | ବୃନ୍ଦାବନେ ବଂଶୀ କେ ବଜାଇଲା | Soulful Krishna Bhajan

Based on this YouTube video's total view count of 37.2K views and industry-standard rates, the estimated total earning is $26 - $75 through ad revenue. Historical data is not yet available to calculate daily, weekly, or monthly averages.

About Brundabane Banshi Ke Bajaila | Debasmita Acharya | ବୃନ୍ଦାବନେ ବଂଶୀ କେ ବଜାଇଲା | Soulful Krishna Bhajan

Explore Brundabane Banshi Ke Bajaila | Debasmita Acharya | ବୃନ୍ଦାବନେ ବଂଶୀ କେ ବଜାଇଲା | Soulful Krishna Bhajan with 37,258 views, 128 likes, and 5 comments. Experience the impact of this video content that has captured audience attention.

ବୃନ୍ଦାବନର ପବିତ୍ର ଭୂମିରେ କାହାର ମଧୁର ବଂଶୀ ସ୍ୱରରେ ମୋହିତ ହୋଇଥିଲେ ଗୋପୀ ଓ ରାଧା? ବଂଶୀଧାରୀ ଶ୍ରୀକୃଷ୍ଣଙ୍କ ଦିବ୍ୟ ପ୍ରେମ ଓ ଭକ୍ତିରସରେ ଭରପୂର ଏହି ମନଛୁଆଁ ଭଜନ “ବୃନ୍ଦାବନେ ବଂଶୀ କେ ବଜାଇଲା” ଶୁଣନ୍ତୁ Debasmitaଙ୍କ ମଧୁର କଣ୍ଠରେ Create your reels : =============================== ♪ Full Song Available on ♪ Spotify : JioSaavn : YT Music : Amazon Prime Music : Apple Music : Gaana : ================================ Song : Brundabane Banshi Ke Bajaila Singer : Debasmita Acharya Lyrics : Salabega Music Director : Puratana, Sarthak Agrawal Album : Brundabane Banshi Ke Bajaila Album No : 10402 Music Label : Sidharth Music #BrundabaneBanshiKeBajaila #DebasmitaAcharya #OdiaBhakti #KrishnaBhajan #OdiaBhajan ================================ Editor : Saroj Video Director : Gati & Naba Camera : Rintu, Narendra & Bicky Digital Coordinator: Asutosh Mishra Thumbnail Design : Bikash DI : Shivanand Jena Recorded At : Sidharth Studio Mastering By : Sitaram Agrawal & Pradyumna Singh Producer : Sitaram Agrawal & Namita Agrawal Banner : Sidharth Music ବୃନ୍ଦାବନେ ବଂଶୀ କେ ବଜାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ଏକା ରାଧା ରାଧା ନାମ ରାଇଲା ଏକା ରାଧା ରାଧା ନାମ ରାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ॥ ଛିଡି଼ଲା ସେ ଛିଦ୍ରଗଣ୍ଠି ନୀବିବନ୍ଧ ଗଲା ଫିଟି ଛିଡି଼ଲା ସେ ଛିଦ୍ରଗଣ୍ଠି ନୀବିବନ୍ଧ ଗଲା ଫିଟି ବସନ ପିନ୍ଧନ୍ତେ ତୋର ନୋହିଲା ବୃନ୍ଦାବନେ ବଂଶୀ କେ ବଜାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ॥୧॥ ପାଷାଣ ହୋଇଲା ପାଣି ଯମୁନା ବହେ ଉଜାଣି ପାଷାଣ ହୋଇଲା ପାଣି ଯମୁନା ବହେ ଉଜାଣି ଝରଝର ମକରନ୍ଦ ବହିଲା ବୃନ୍ଦାବନେ ବଂଶୀ କେ ବଜାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ॥୨॥ ଶୁଷ୍କ ତରୁମାନେ ଥିଲେ ଧ୍ବନି ଶୁଣି ପଲ୍ଲବିଲେ ଶୁଷ୍କ ତରୁମାନେ ଥିଲେ ଧ୍ବନି ଶୁଣି ପଲ୍ଲବିଲେ ପବନ ଥକିତ ଚିତ୍ତ ମୋହିଲା ବୃନ୍ଦାବନେ ବଂଶୀ କେ ବଜାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ॥୩॥ ମୁନିଙ୍କ ଆସନ ଟାଣି ରସରେ ପଡିଲେ ଢଳି ମୁନିଙ୍କ ଆସନ ଟାଣି ରସରେ ପଡିଲେ ଢଳି ବ୍ୟାଘ୍ର ପଛେ କୁରଙ୍ଗୀ ଗୋଡାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ॥୪ ॥ ବାଉଁଶ ଖଣ୍ଡିଏ ବାଛି କାହିଁ ସଜାଡି ଅଛି ବାଉଁଶ ଖଣ୍ଡିଏ ବାଛି କାହିଁ ସଜାଡି ଅଛି ଏକା ରାଧା ରାଧା ନାମ ରାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା|| ୫ || କହେ ସାଲବେଗ ହୀନ ଏହି ମୋର ନିବେଦନ କହେ ସାଲବେଗ ହୀନ ଏହି ମୋର ନିବେଦନ ରାଧାକୃଷ୍ଣ ପାଦେ ଚିତ୍ତ ରହିଲା ବୃନ୍ଦାବନେ ବଂଶୀ କେ ବଜାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା || ୬ || ଏକା ରାଧା ରାଧା ନାମ ରାଇଲା ଏକା ରାଧା ରାଧା ନାମ ରାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ------------------------------ Set Caller Tune ; Operator Codes: Airtel Users Dial Vodafone Users Dial BSNL (South / East) Users sms BT To 56700 Idea Users Dial BSNL (North / West) Users sms BT To 56700 Also available on Jio Tunes ------------------------------ Subscribe us on YouTube to watch clippings & promos of our All 3 Television Channels : 👉 Sidharth Bhakti : https://www.youtube.com/c/SidharthBhakti 👉 SidharthTV: http://www.youtube.com/c/SidharthTV 👉 Sidharth Gold : http://www.youtube.com/c/SidharthGold --------------------------------- Enjoy & stay connected with us! 👉 Like us on Facebook: https://www.facebook.com/sidharthBhaktiOdia/ 👉 Like us on Instagram: https://www.instagram.com/sidharthbhakti/ -------------------------------

About YouTube Real-Time View Count

With SocialCounts.org’s view counter, track your YouTube video’s live view count and YouTube likes count in real time with fast, reliable updates.

Watch every YouTube video live view count rise with our real-time YouTube views tracker—built for accuracy and minimal delay.

Follow YouTube real time views as they happen, using our dedicated view counter for YouTube videos.

Get up-to-date live view count on YouTube and see real-time growth with SocialCounts.org’s smart tracking tools.

Embed Widget

Parameters:

  • fullscreen=true - Fullscreen counter
  • graph=true - Live graph chart
  • counter=0/1/2 - Select counter (0=likes, 1=views, 2=comments)
URL

Click to copy the embed URL to your clipboard